ମହାନ ଖ୍ରିଷ୍ଟିୟାନ ଗଣମାଧ୍ୟମରୁ ଅତିପ୍ରିୟ ଟପିକ ଖୋଜନ୍ତୁ

ଆଜି ଦିନର ପଦ

ଏହିପରି ଭାବରେ ପରମେଶ୍ୱର ଆମ୍ଭକୁ ତାହାଙ୍କ ପ୍ରେମ ଦେଖାଇଛନ୍ତି। ସେ ତାହାଙ୍କର ଏକମାତ୍ର ପୁତ୍ରକୁ ଏ ଜଗତକୁ ପଠାଇଛନ୍ତି। ଯେପରି ଆମ୍ଭେ ତାହାଙ୍କ ମାଧ୍ୟମରେ ଜୀବନ ପାଇ ପାରିବା।

— ଯୋହନଙ୍କ ପ୍ରଥମ ପତ୍ର 4:9