ଦର୍ଶନ

twr360

twr୩୬୦ ଭାଷାଗତ ପ୍ରତିବନ୍ଧନକୁ ଭଗ୍ନ କରି, ପ୍ରତିଦିନ ଖ୍ରୀଷ୍ଟଙ୍କ ସହିତ ଚାଲିବା ନିମନ୍ତେ ଖ୍ରୀଷ୍ଟିୟ ଉପକରଣ ମାନ ଡାଉନଲୋଡ଼, ଷ୍ଟ୍ରିମ କରିବା ଓ ପଢିବା ନିମନ୍ତେ ଉପଲବ୍ଧ କରିଅଛି !

ସେବା କାର୍ଯ୍ୟ

twr୩୬୦ ୱେବ ଓ mobile ଆପ୍ଲିକେସନ ବ୍ୟବହାରକାରୀଙ୍କୁ କେନ୍ଦ୍ରୀଭୂତ କରି, ମଣ୍ଡଳୀକୁ ପ୍ରଭୁ ଯୀଶୁ ଦେଇ ଥିବା ସେବା କାର୍ଯ୍ୟକୁ ସଫଳ କରିବା ନିମନ୍ତେ twr୩୬୦ ଗଣାମଧ୍ୟମ ସହାୟକ ହୋଇ ଆସୁଅଛି !

  • କମ୍ପୁଟର ଓ ସ୍ମାର୍ଟ ଫୋନ ଦ୍ୱାରା ଯେ କୌଣସି ବ୍ୟକ୍ତି, ଯେ କୌଣସି ସମୟ ଓ ସ୍ଥାନରେ ରହି ନିଜ ହୃଦୟର ଭାଷାରେ ଡିଜିଟାଲ ଖ୍ରୀଷ୍ଟୀୟ ଉପକରଣ ସହଜରେ ପାଇ ପାରିବ
  • ସାନ ବଡ଼ ସେବାନୁଷ୍ଠାନ ଦ୍ୱାରା ଆତ୍ମିକ ଉପକରଣଗୁଡିକ ବିତରଣ କରିବା ନିମନ୍ତେ ଖ୍ରୀଷ୍ଟିୟ ଯୋଗାଯୋଗକାରିଙ୍କୁ ଯୋଗାଇବା
  • ବହୁ ସଂଖ୍ୟାରେ ବୃଦ୍ଧି ପାଉଥିବା କାର୍ଯ୍ୟକ୍ରମର ତାଲିକା ରେଡ଼ିଓ ପ୍ରସାରଣର ସହଯୋଗରେ ଯୋଗାଇ ଦେଇ twr360 କୁ କେନ୍ଦ୍ର ସାଇଟ ଭାବେ ବ୍ୟବହାର କରି ନିଜ ସ୍ଥାନରେ ବିରତି ସମୟରେ ଶୁଣିବା !

twr ସମ୍ପର୍କରେ

Speaking fluently in 200+ languages and dialects, TWR exists to reach the world for Jesus Christ. Our global media outreach engages millions in more than 160 countries with biblical truth. For more than 70 years, God has enabled TWR to help lead people from doubt to decision to discipleship.

ଆନ୍ତର୍ଜାତିକ ସହଯୋଗୀ, ସ୍ଥାନୀୟ ମଣ୍ଡଳୀ ଓ ଅନ୍ୟ ସେବାକାର୍ଯ୍ୟର ସହଯୋଗରେ TWR ଉପଯୁକ୍ତ କାର୍ଯ୍ୟକ୍ରମ, ଶିଷ୍ୟତ୍ୱର ଶିକ୍ଷା ଉତ୍ସର୍ଗିକୃତ କାର୍ଯ୍ୟକାରୀମାନଙ୍କ ଦ୍ୱାରା ସମଗ୍ର ପୃଥିବୀରେ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ଭରସାର ସମ୍ବାଦ ପ୍ରସାରଣ କରୁଛନ୍ତି ! ଉଚ୍ଚ ଶକ୍ତି ସମ୍ପନ AM/FM ସର୍ଟ ୱେବ ଅବା FM ରେଡ଼ିଓ ଇଣ୍ଡେର୍ନେଟ ବ୍ୟବହାରକାରୀ ଶ୍ରୋତାମାନନ୍ତୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି TWR ଚିରସ୍ଥାୟୀ ଆତ୍ମିକ ଛାପ ଛାଡି ଦେଇ ଯାଉଛି !